ମହଙ୍ଗା ପଡ଼ିଲା ଦୁର୍ନୀତି : ୧୪ ଦିନ ପାଇଁ ଜେଲ ଗଲେ ବିଜୟ ସିଙ୍ଗଲା

ଚଣ୍ଡିଗଡ଼: ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଆଜି ଶୁକ୍ରବାର ଦିନ ମୋହାଲିର ଏକ ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇ ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ, ପଞ୍ଜାବ ରାଜ୍ୟ ସରକାରରେ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିବା ବିଜୟ ସିଙ୍ଗଲାଙ୍କୁ ମଙ୍ଗଳବାର ଦିନ ଦୁର୍ନୀତି ଅଭିଯୋଗରେ ଗିରଫ କରା ଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତି … Continue reading ମହଙ୍ଗା ପଡ଼ିଲା ଦୁର୍ନୀତି : ୧୪ ଦିନ ପାଇଁ ଜେଲ ଗଲେ ବିଜୟ ସିଙ୍ଗଲା